ଆରମ୍ଭ ହେଲା ରଥଟଣା...
by Argus News
Mon, Jul 08 | 10:04 a.m.

ପୁରୀ: ଆରମ୍ଭ ହେଲା ରଥଟଣା । ଜନ୍ମବେଦୀ ଅଭିମୁଖେ ତିନି ରଥ । ଆଜି ଶରଧାବାଲିରେ ପହଞ୍ଚିବ ତିନି ରଥ । ମରିଚିକୋଟ ଛକରେ ଅଟକି ରହିଥିବା ତାଳଧ୍ୱଜ ରଥକୁ ଟାଣୁଛନ୍ତି ଶ୍ରଦ୍ଧାଳୁ । ସେହିପରି ପଛେ ପଛେ ଆସୁଛନ୍ତି ମା ଶୁଭଦ୍ରା ଓ କାଳିଆ ସାଆନ୍ତ । ଗତକାଲି ରାଜନଅର ସମ୍ମୁଖରେ ଅଟକିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସେହିପରି ସିଂହଦ୍ୱାରରୁ ଦୁଇ ପାଦ ଆଗରେ ଅଟକିଥିଲା ନନ୍ଦିଘୋଷ ରଥ । 

 

ଘଣ୍ଟଘଣ୍ଟା, ବାଦ୍ୟ, ହରିବୋଲ, ହୁଳହୁଳିରେ ପ୍ରକମ୍ପତି ହେଉଛି ବଡଦାଣ୍ଡ । ରଥରେ ତିନି ଠାକୁରଙ୍କୁ ପାଇଁ ଭାବବିହ୍ୱଳ ହୋଇପଡିଛନ୍ତି ଭକ୍ତ ।
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା